ଓଡିଶାଶିକ୍ଷା

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଠାରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବଢିବାରେ ଲାଗିଛି । ତେଣୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା କାଲିଠାରୁ ସକାଳୁଆ ସ୍କୁଲ ଖେଲା ହେବା ନେଇ ଘୋଷଣା କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ସକାଳ ୭ଟାରୁ ୧୧.୩୦ପର୍ଯ୍ୟନ୍ତ ହେବ ମର୍ଣ୍ଣିଂ କ୍ଲାସ୍ । ଖରାଦିନପାଇଁ ସ୍କୁଲରେ ଏପରି ପଦକ୍ଷେପ ନିଆଯାଇଛି । ତାସହିତ ମଧ୍ୟ ସ୍କୁଲରେ ପାଣି ବ୍ୟବସ୍ଥା ଓ ଓଆରଏସ ବ୍ୟବସ୍ଥା କରାଯିବ । ସେହିପରି ହିଟୱେଭ୍ ହେଲେ ପଦକ୍ଷେପ ନିଆଯିବ ବୋଲି ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ କହିଛନ୍ତି ।

Related posts

ରାଜ୍ୟରେ ଆଜି ଓ ଆସନ୍ତା କାଲି ରାତିରେ ବନ୍ଦ ରହିବ ପେଟ୍ରୋଲ ପମ୍ପ

mahabharatanews

ଲୋକେ ସଚେତନ ନ ହେଲେ ସ୍ଥିତି ଭୟଙ୍କର ହେବ

mahabharatanews

ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଜଜଗୋଡା (ତାରଣା) ଗ୍ରାମରେ ସାନ୍ତାଳୀ ଶିକ୍ଷାନୁଷ୍ଠାନ ଉଦଘାଟନ

mahabharatanews