ଓଡିଶା

ଚାଳଘର ସାହିତ୍ୟ ସଂସଦ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧ ହଜାର ସହାୟତା

(ବରି/ଯାଜପୁର): ଜିଲ୍ଲା ବରୀ ଚାଳଘର ସାହିତ୍ୟ ସଂସଦ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି କ୍ଷ ଗତ କାଲି ଅପରାହ୍ନ ରେ ବରୀ ବିଧାୟିକା ସୁନନ୍ଦା ଦାସ ଙ୍କ ଉପସ୍ଥିତି ରେ ସଂସଦ ର ସଭାପତି , ସମ୍ପାଦକ ଓ ବରିଷ୍ଠ କାର୍ୟ୍ୟକର୍ତ୍ତା ପ୍ରମୁଖ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି କୁ ୫୧ହଜାର ଟଙ୍କାର ଡ୍ରାପ୍ ପ୍ରଦାନ କରିଛନ୍ତି କ୍ଷ ବିଶ୍ଵ ରେ ମହାମାରୀ ରୂପେ ଉଭା ହୋଇଥିବା କରୋନା ମୁକାବିଲା ପାଇଁ ଚାଳଘର ସାହିତ୍ୟ ସାଂସଦ ର ଏଭଳି ପ୍ରୟାସକୁ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ପ୍ରଶଂସା କରିଛନ୍ତି କ୍ଷ

Related posts

ସୋମବାର ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

mahabharatanews

ନିଜ ଉଦ୍ଭାବନକୁ ନେଇ ଚିନ୍ତାରେ ମାର୍ଟିନ୍ କୁପର

mahabharatanews

ବିଶ୍ବପ୍ରସିଦ୍ଧ ରଥଯାତ୍ରା: ଆଉ ମାତ୍ର ୨୩ଦିନ

mahabharatanews