ଓଡିଶା

ଛାତ୍ରଛାତ୍ରୀ ଘରେ ଶିକ୍ଷକ ଶିକ୍ଷୟିତ୍ରୀ ପହଞ୍ଚାଇଲେ ସ୍କୁଲ ବହି

(ବିଜୟ କୁମାର କାରୁଆ/ପାଟଣା): ମହାମାରୀ କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ୍ ହୋଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଘରକୁ ଘର ଯାଇ ପୁସ୍ତକ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହି ନିର୍ଦ୍ଦେଶ କୁ ମାନି ମାଧପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ବେହେରା ଓ ସହକାରୀ ଶିକ୍ଷକ, ଶିକ୍ଷୟତ୍ରୀ ଯଶୋବନ୍ତ ମହାନ୍ତ ଜ୍ୟେତ୍ରିମୟ ତ୍ରିପାଠୀ, ସୁଜାତା ମହାନ୍ତ, ସ୍ନେହାଶ୍ରୀ ସାହୁଙ୍କ ମିଳିତ ସହଯୋଗରେ ଗ୍ରାମ କୁ ଗ୍ରାମ ବୁଲି ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ୧୧୬ଜଣ ଛାତ୍ରଛାତ୍ରୀ ଙ୍କୁ ସ୍କୁଲର ପୁସ୍ତକ ବଣ୍ଟନ କରାଯାଇ ଥିଲା ।

Related posts

ଜଟଣୀରେ କ୍ୟାନସର ପୀଡ଼ିତ ଶିଶୁଙ୍କ ଲାଗି ନିର୍ମାଣ ହେବ ହସ୍ପିଟାଲ 

mahabharatanews

କୁଡିଆରେ ନିଆଁ ଲାଗି ୨ ଭଉଣୀ ଜୀବନ୍ତ ଦଗ୍ଧ

mahabharatanews

ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ୍‌ ମାନ୍ୟତା

mahabharatanews