ଓଡିଶା

ତହସିଲଦାରଙ୍କ ଅଚାନକ ଚଢଉ ବାଲି ବୋଝେଇ ଟ୍ରାକ୍ଟର ଜବତ

(ବରୀ/ଯାଜପୁର): ଆଜି ବରୀ ତହସିଲଦାର ସରୋଜ କାନ୍ତ ନାୟକ ଅଚାନକ ଚଢାଉ କରି ଏକ ବାଲି ବାଲି ବୋଝେଇ କରୁଥିବା ଟ୍ରାକ୍ଟର କୁ ଜବତ କରିଥିବା ବେଳେ ଉକ୍ତ ଚାଳକ ଠାରୁ ଜୋରିମାନା ଆଦାୟ କରିଥିବା ଜଣାପଡିଛି। ସୂଚନା ଅନୁସାରେ ଟ୍ରାକ୍ଟର କେବଳ ଚାଷ କାମରେ ବ୍ୟବହାର ପାଇଁ ସରକାର ଙ୍କ ତରଫରୁ ନିୟମ କରାଯାଇଥିବା ବେଳେ ବରୀ ରେ କିଛି ଟ୍ରାକ୍ଟର ବିଳମ୍ବିତ ରାତିରେ ଘାଟ ରୁ ଚୋରା ରେ ବାଲି ଉଠେଇ ବିକ୍ରି କରୁଥିବା ସୂଚନା ପାଇଁ ବରୀ ତହସିଲଦାର ଅଚାନକ ଚଢ଼ାଉ କରିଥିଲେ।

Related posts

ଜାଇକୋଭ୍-ଡି ଟିକାକୁ ସବୁଜ ସଂକେତ

mahabharatanews

ଆଜିଠୁ ଆରମ୍ଭ ହେଉଛି ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ 

mahabharatanews

ଭୋଜି କରିବାକୁ ଯାଇଥିଲେ ! ଶବ ହୋଇ ଫେରିଲେ

mahabharatanews