ଓଡିଶା

ତୁରୁମୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଲା କାୟାକଳ୍ପ ପୁରସ୍କାର

ବିଜୟ କାରୁଆ/ ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନସ୍ଥ ତୁରୁମୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦିଆଯାଇ କାୟାକଳ୍ପ ପୁରସ୍କାର । ଶୁକ୍ରବାର କେନ୍ଦୁଝର ଜିଲ୍ଲାପାଳ କାର୍ୟ୍ୟାଳୟର ଦରବାର ହଲରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ୍ ଠାକରେ ଜିଲ୍ଲା ଚିକିତ୍ସାଧିକାରୀ ଅଶୋକ କୁମାର ଦାଶ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ନଗଦ ୫୦ ହଜାର ଟଙ୍କା ସହିତ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରିଥିଲେ । ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରାପ୍ରାପ୍ତ ଅଧିକାରୀ ଡ଼ଃ ଶୁଭେନ୍ଦୁ ସାଗର କୁମାର ନାୟକ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଥିଲେ। ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବି.ପି.ଏମ୍ ଦିପକ କୁମାର ନାଏକ ଉପସ୍ଥିତ ଥିଲେ।

Related posts

ନର୍ସିଂହୋମ ମାଲିକ ଓ କର୍ମଚାରୀ କରୋନା ନେଗେଟିଭ

mahabharatanews

ଶିକ୍ଷିତ ସମାଜରେ, ମଣିଷ ପଣିଆ ଓ ନୈତିକ ଶିକ୍ଷାର ଆବଶ୍ୟକତା ରହିଛି

mahabharatanews

ପାରାଦ୍ବୀପରେ ପ୍ରଡକ୍ଟ ଆପ୍ଲିକେସନ ଡେଭଲପ୍ମେଣ୍ଟ ସେଣ୍ଟର ଉଦଘାଟିତ

mahabharatanews

Leave a Comment