ଓଡିଶା

ଦୁଷ୍କର୍ମ ଉଦ୍ୟମ ଅଭିଯୁକ୍ତଙ୍କୁ ୩ବର୍ଷ ଜେଲଦଣ୍ଡ ଓ ୨୫ ହଜାର ଜରିମାନା

କେନ୍ଦ୍ରାପଡା: ଜଣେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତକୁ କେନ୍ଦ୍ରାପଡା ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ଜ୍ଞାନରଞ୍ଜନ ପଟ୍ଟନାୟକ ଭାରତୀୟ ପିଙ୍ଗଳ କୋର୍ଡର ୩୫୪(କ) ଓ ୩୫୪(ଖ) ଦଫାରେ ୩ବର୍ଷ ଜେଲଦଣ୍ଡ ସହିତ ୨୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୮ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ୨୦୧୭ ମସିହା ଅକ୍ଟୋବର ମାସ ୧୫ତାରିଖରେ କଟକ ତେଲଙ୍ଗାପେଣ୍ଠରୁ ଜନୈକା ଯୁବତୀ ଗୋପିନାଥପୁର ସଂସ୍କୃତ କଲେଜକୁ ଆସି ମାର୍ଶାଘାଇ ଥାନା ଅଧୀନ ଯଦୁପୁର ଗଡାରେ ବସରୁ ଓହ୍ଲାଇବା ପରେ ମାର୍ଶାଘାଇର କାଳନ୍ଦି ବେହେରା ନାମକ ଯୁବକ ତାକୁ ଟାଣି ନେଇ ଦୁଷ୍କର୍ମ ଉଦ୍ୟମ କରିଥିବା ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗ ଉପରେ ମାର୍ଶାଘାଇ ଥାନାରେ ଏକ ଦୁଷ୍କର୍ମ ଉଦ୍ୟମ ମାମଲା ରୁଜୁ ହେବା

Related posts

ବୁଲିବାକୁ ଆସି ଫସିଲେ ଯୁବକ

mahabharatanews

କୁଲତା ସମାଜ ଭେଟିଲେ ମୁଖ୍ୟମନ୍ତ୍ରୀଙ୍କୁ

mahabharatanews

ଆସନ୍ତା ୨୪ ଘଣ୍ଟା ଅତି ପ୍ରବଳ ବର୍ଷା; ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 

mahabharatanews