ଦୁର୍ଘଟଣାଭାରତ

ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଯବାନ ସହିଦ

ଛତିଶଗଡ଼: ଛତିଶଗଡ଼ରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ।  ବିଜାପୁର ଜିଲ୍ଲା ତାରେମ ଥାନା ମାଣ୍ଡିମାର୍କା ଜଙ୍ଗଲରେ ବିସ୍ଫୋରଣ ଘଟିଛି । ଏଥିରେ ୨ ଯବାନ ସହିଦ ହୋଇଥିବା ବେଳେ ଗୁରୁତର ୪ ଯବାନ ରାୟପୁର ସ୍ଥାନାନ୍ତର କରାଯାଇଛି ।  ସୂଚନା ଅନୁସାରେ ସିଆରପିଏଫ୍ ଓ ଡିଆର୍‌ଜି ଯବାନଙ୍କ କମ୍ବିଂ ବେଳେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଗୁରୁତର ୬ ଯବାନ ରାୟପୁର ସ୍ଥାନାନ୍ତର କରାଯାଇଥିଲା ସେଠାରେ ୨ ଯବାନ ସହିଦ ହୋଇଥିବା ସୂଚନା ରହିଛି ।

 

Related posts

ବନ୍ଦ ହେଲା ରାମ ମନ୍ଦିର

mahabharatanews

ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

mahabharatanews

ଆଜିଠୁ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ ମୋଦୀ

mahabharatanews