ଓଡିଶା

ନନ୍ଦନକାନନରେ ୪ ଦିନରେ ୪ ପକ୍ଷୀଙ୍କ ମୃତ୍ୟୁ

ବାରଙ୍ଗ: କରୋନା କବଜାରେ ନନ୍ଦନକାନନ । ୪ ଦିନରେ ୪ ପକ୍ଷୀଙ୍କ ମୃତ୍ୟୁ । ନନ୍ଦନକାନନର ୩ ମୟୂର ଓ ୧ ମାଟିଆ ଚିଲର ମୃତ୍ୟୁ ହୋଇଛି । ଏବେ ପଶୁ ଚିକିତ୍ସାଳୟ ପରିସରରେ ଥିବା କ୍ୱାରେଣ୍ଟିନରେ ରହୁଥିବା ସମସ୍ତ ପକ୍ଷୀଗୁଡିକୁ ସ୍ୱତନ୍ତ୍ର କୋଠରୀରେ ରଖାଯାଇଛି । ସମସ୍ତ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇ ସେଣ୍ଟର ଫର ୱାଇଲ୍ଡ ଲାଇଫକୁ ପଠାଯାଇଛି ।
କ୍ୱାରେଣ୍ଟାଇନରେ ଥିବା ପକ୍ଷୀଙ୍କ ଆବଶ୍ୟକ ଚିକିତ୍ସା କରାଯିବ । ଏବେ ସେମାନଙ୍କୁ ରୋଗ ପ୍ରତିରୋଧକ ଓ ଭିଟାମିନ ମେଡିସିନ ଦିଆଯାଇଛି ।ଆଶଙ୍କା କରାଯାଉଥିବା ଭୂତାଣୁ ଯେଭଳି ପକ୍ଷୀ ଖୁଆଡମାନଙ୍କୁ ନ ବ୍ୟାପିବ, ସେଥିପ୍ରତି କଡା ନଜର ରଖାଯାଇଛି ।

Related posts

ବିଷାକ୍ତ ମଦ ପିଇ ୫ ଗୁରୁତର

mahabharatanews

ବିଶ୍ୱ ଯୋଗ ଦିବସରେ କରୋ ୟୋଗ ରହୋ ନୀରୋଗ ର ବାର୍ତା

mahabharatanews

ଝାରସୁଗୁଡା ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍

mahabharatanews