ଓଡିଶା

ନିଜ ମୁଣ୍ଡକୁ ନିଜେ ଛେଚି ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର

(ପାଟଣା/ ବିଜୟ କାରୁଆ): ପାଟଣାବ୍ଲକ ତୁରୁମୁଙ୍ଗା ଥାନା ଅଞ୍ଚଳକୁ କଟକ ରୁ ରୋଗୀ ନେଇ ଆସିଥିବା ଏକ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ନିଜେ ନିଜ ମୁଣ୍ଡକୁ ଛେଚି ଗୁରୁତର ହୋଇଛି। ସୂଚନାରୁ ପ୍ରକାଶ ଯେ ଏହି ଘରୋଇ ଆମ୍ବୁଲାନ୍ସ ଡ୍ରାଇଭର ଜଣକ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ମଙ୍ଗରାଜପୁର ଗ୍ରାମର ବିଜୟ ରାଉତ ବୋଲି ଜଣାପଡିଛି। ଆଜି ସେ କଟକରୁ ତୁରୁମୁଙ୍ଗା ଅଞ୍ଚଳକୁ ରୋଗୀ ଛାଡିବାକୁ ଆସି ଥିଲେ । ଫେରି ବା ସମୟରେ ତୁରୁମୁଙ୍ଗା ନିକଟରେ ଆମ୍ବୁଲାନ୍ସ ଡ୍ରାଇଭର ମଦ ପିଇ ନିଶାକ୍ତ ଅବସ୍ଥାରେ ଲୋକ କୁ ଗାଳି ଗୁଲଜ କରିବା ସହ ନିଜେ ନିଜ ମୁଣ୍ଡ କୁ ଛେଚି ପକାଇ ଥିଲେ । ଫଳରେ ଗୁରୁତର ଅବସ୍ଥାରେ ତୁରୁମୁଙ୍ଗା ପୋଲିସ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରି ଛି।

Related posts

ଗରିବଙ୍କ ମୁହଁରେ ହସ ଫୁଟାଇବାକୁ ରାଳବ ଯୁବକଙ୍କ ଏକ ପ୍ରୟାସ

mahabharatanews

ଗ୍ୟାସ ପେଟ୍ରୋଲକୁ ନେଇ ଦେଶରେ ସଙ୍କଟ ପଡିଥିବା ମଧ୍ୟରେ , ଗ୍ରାହକଙ୍କ ଉପରେ ଅତିରିକ୍ତ ବୋଝ ।

mahabharatanews

ଘରର ବାଲକୋନିକୁ ଆସି ‘ବାବୁସାନ’ କହିଲେ ‘ଠିକ ସମୟରେ ଠିକ କଥା କହିବି’

mahabharatanews