ଓଡିଶା

ପାଟଣାରେ ଫୁଟିଲା ବିରଳ ବ୍ରହ୍ମକମଳ

(ପାଟଣା/ ବିଜୟ କାରୁଆ): ପାଟଣାବ୍ଲକ ବଡ଼ପାଟଣା ପଞ୍ଚାୟତ ସଅରାପଶି ଗ୍ରାମର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ବନମାଳୀ ପତିଙ୍କ ଘର ଅଗଣାରେ ଫୁଟିଛି ବିରଳ ବ୍ରହ୍ମ କମଳ ଫୁଲ । ଵର୍ତମାନ କରୋନା ମହାମାରୀ ପରି ସମୟ ରେ ବ୍ରହ୍ମକଲମ ଫୁଟିବା ଏକ ବିରଳ ଘଟଣା । ଏହି ପବିତ୍ର ବ୍ରହ୍ମକମଳ ଫୁଲ କୁ ଦର୍ଶନ କରିବାକୁ ପାଟଣା ଅଞ୍ଚଳ ର ଲୋକ ଙ୍କର ଭିଡ଼ ଦେଖିବାକୁ ମିଳି ଥିଲା। କରୋନା ପରି ମହାମାରୀ ସମୟ ରେ ବ୍ରହ୍ମକମଳ ଫୁଲ ଫିଟିବା କେନ୍ଦୁଝର ଜିଲ୍ଲାରେ ବିରଳ ଘଟଣା । ଏହି ଫୁଲ ମୁଖ୍ୟତ ହିମାଳୟ ପାଦ ଦେଶରେ ଦେଖାବାକୁ ମିଳୁ ଥାଏ । ଫୁଲଟି ବ୍ରହ୍ମା ଙ୍କ ପ୍ରିୟ ହୋଇ ପୂଜା ରେ ଲାଗୁଥିବା ବେଳେ ବନମାଳୀ ପତି ଅତି ଭାଗ୍ୟବାନ ଯେ ତାଙ୍କ ଅଗଣା ରେ ବ୍ରହ୍ମକଲମ ଫୁଲଟି ବା ସାଧାରଣରେ ଚର୍ଚ୍ଚା ହୋଇଛି।

Related posts

କୁଳିଦାରେ ନିଆରା ଢଙ୍ଗରେ, ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ

mahabharatanews

ରଥଯାତ୍ରାରେ ରଥ ଉପରେ ଚଢିବାକୁ ଏମାନଙ୍କୁ ମନା ।

mahabharatanews

ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନେବେ ଦଳୀୟ ଟିକେଟ୍

mahabharatanews