ଓଡିଶା

ବାଲି ବୋଝେଇ ଟ୍ରକ ଧକ୍କାରେ ମହିଳା ମୃତ

(ମହାଭାରତ /ଗୋପ): ପୁରୀ ଜିଲ୍ଲାର ଗୋପ-ବାଲିଘାଇ ରାସ୍ତାରେ ଏକ ବାଲି ବୋଝେଇ ଟ୍ରକ ମାଡି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତା ରଖି ରାସ୍ତା ଅବରୋଧ କରିଥିଲେ । ପୁଲିସ ଲୋକଙ୍କୁ ବୁଝାଶୁଝା କରିଥିଲା
ସୂଚନା ଅନୁଯାୟୀ ପୁରୀର ଗୋପ-ବାଲିଘାଇ ରାସ୍ତା ଅରୁଅ।ଳି ଛକ ନିକଟରେ ଏକ ବାଲି ବୋଝେଇ ଟ୍ରକ ଓର -୧୪-ଅ ।ର -୧୧୫୦ ଜଣେ ମହିଳାଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ମହିଳା ମୃତୁବରଣ କରିଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଲୋକେ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ଗୋପ ପୋଲିସି ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ସହିତ ଘଟଣାର ତଦନ୍ତ ଅ ।ରମ୍ଭ ଚଳାଇଛି । ମୃତ ମହିଳାଙ୍କ ଘର କୋଣାର୍କ ଥାନା ଖରାଗାଁରେ ବୋଲି ଜଣାପଡିଛି । ମହିଳାଙ୍କ ନା ଅହଲି ଛାଟୋଇ (୫୦) ।

Related posts

ରାଜ୍ୟରେ ଆଜି ୨୨୧ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଆନନ୍ଦବଜାର ବିଶୃଙ୍ଖଳା: ଅଣସୁପକାରଙ୍କ ଉପରେ ରୋକ

mahabharatanews

ଗାଁ କୁ ଯାଇପାରିଲାନି ଆମ୍ବୁଲାନ୍ସ ! ରାସ୍ତାରେ ଜନ୍ମ ଦେଲେ ଶିଶୁକୁ

mahabharatanews