ଭାରତ

ପାକ୍ ମିଡିଆରେ ଭାରତର ଅଗ୍ନିପଥ ଯୋଜନା ଉପରେ ବିତର୍କ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଏବେ ପାକିସ୍ତାନ ବେହାଲ । ଏପେଟେ  ଭାରତରେ ସେନାରେ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ବିରୋଧ ଚାଲିଥିବା ବେଳେ ସେପଟେ ପାକିସ୍ତାନ ମିଡିଆରେ ମୋଦୀ ସରକାରଙ୍କ ଏହି ମାଷ୍ଟର ଷ୍ଟ୍ରୋକକୁ ନେଇ ଆଲୋଚନା ଓ ବିତର୍କ ଚାଲିଛି ।

ପାକିସ୍ତାନ ମିଡିଆରେ ଭାରତ ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ବିଭିନ୍ନ ପ୍ରକାର ରିପୋର୍ଟ ପ୍ରକାଶ ପାଉଛି । ଏମିତିକି କିଛି ଘରୋଇ ଚ୍ୟାନେଲ ବିତର୍କରେ ମଧ୍ୟ ଅଗ୍ନିପଥ ଯୋଜନା ସ୍ଥାନ ପାଇଛି । ଏମିତିକି ପାକିସ୍ତାନ ରାଜନେତାମାନେ ମଧ୍ୟ ଏ ନେଇ ଆଲୋଚନା ଆରମ୍ଭ କଲେଣି । ସାମରିକ ଶକ୍ତିକୁ ଏକ ନୁଆ ରୂପ ଦେବା ପାଇଁ ଭାରତରେ ଯୁବକମାନଙ୍କୁ ସେନାରେ ଭର୍ତି କରିବାର  ଏହି ଉଦ୍ୟମକୁ ନେଇ ପାକିସ୍ତାନ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଅଗ୍ନିପଥକୁ ନେଇ ପାକିସ୍ତାନର ରାଜନୈତିକ ବିଶାରଦମାନେ ଟିଭି ଡିବେଟରେ ମତାମତ ରଖୁଛନ୍ତି ।

Related posts

 ଏପ୍ରିଲ ୨୩ ଯାଏଁ କେ କବିତାଙ୍କ ରିମାଣ୍ତ ଅବଧି ବୃଦ୍ଧି 

mahabharatanews

ପତ୍ରା ଚାୱଲ ଜମି ଦୁର୍ନୀତି ମାମଲା

mahabharatanews

୯ରୁ ଦିଲ୍ଲୀରେ ଶୀତକାଳୀନ ଛୁଟି

mahabharatanews