Uncategorized

ପାକ ଜେଟ ବିମାନ ଦୁର୍ଘଟଣାଗ୍ରସ୍ତ

ଇସଲାମାବାଦ: ପାକିସ୍ତାନର ଏକ ଜେଟ ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି । ଜଣେ ପାଇଲଟ ଯୁକ୍ତ ଏକ ଜେଟ ବିମାନ ପଞ୍ଜାବର ଝାଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହେବାରୁ ବିମାନର ପାଇଲଟ ଆହତ ହୋଇଛନ୍ତି । ଏହା ପାକିସ୍ତାନ ଏୟାର ପୋର୍ସର ଏକ ତାଲିମ ଜେଟ ବିମାନ । ତେବେ ଏହା ବାସ୍ତବରେ କେଉଁ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ଜଣାପଡି ନାହିଁ । ପାକିସ୍ତାନ ଏୟାର ଫୋର୍ସର ମୁଖ୍ୟପାତ୍ରଙ୍କ ଅନୁଯାୟୀ, ଏହି ବିମାନ ଦୁର୍ଘଟଣ।।ରେ କାହାର ଜୀବନ ହାନୀ ହୋଇନାହିଁ । ପାଇଲଟ ସୁରକ୍ଷିତ ବିମାନରୁ ବାହାରି ଆସିଛନ୍ତି ।

Related posts

କରୋନାର ନୂଆ ଲକ୍ଷଣ: ଶିଶୁଙ୍କ ପାଦରେ ହେଉଛି ଫୋଟକା

mahabharatanews

ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚାଲିଛି ପ୍ରୟାସ

mahabharatanews

ମହାରାଷ୍ଟ୍ର କୋଭିଡ ହସ୍ପିଟାଲରେ ନିଆଁ: ୬ ମୃତ

mahabharatanews