ଓଡିଶା

ପୁରୀରୁ ୩ ଓମିକ୍ରନ ଚିହ୍ନଟ ପରେ ଫେରିଲା କଣ୍ଟେନମେଣ୍ଟ ଜୋନ

ପୁରୀ: ରାଜ୍ୟରେ ଗୋଟିଏ ଦିନରେ ୬୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପୁରୀରୁ ୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀର ଏକ ହୋଟେଲର ୨ ଜଣ କର୍ମଚାରୀ ଓ ଜଣେ ପର୍ଯ୍ୟଟକ ଓମିକ୍ରନ ଚିହ୍ନଟ ହୋଇଛନ୍ତି ।
ଓମିକ୍ରନ ଚିହ୍ନଟ ପରେ ହୋଟେଲ ଥିବା ୧୧ ନମ୍ବର ୱାର୍ଡର କିଛି ସ୍ଥାନାକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଏହି ଅଞ୍ଚଳରେ କେହି ବ୍ୟକ୍ତି ପ୍ରବେଶ କରି ପାରିବେ ନାହିଁ । ସମ୍ପୂର୍ଣ୍ଣ ଅଞ୍ଚଳକୁ ଯାତାୟାତ ବନ୍ଦ କରାଯାଇଛି । ତେବେ ଲୋକଙ୍କ ଅବଶ୍ୟକତା ମୁତାବକ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ।

Related posts

ରାଜ୍ୟରେ ୨୩୭ କରୋନା ସଂକ୍ରମିତ ସୁସ୍ଥ

mahabharatanews

ଆଲୋକ ସାହୁ କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ନିର୍ବାଚିତ

mahabharatanews

ବସ୍ତା ବ୍ଲକରେ ସୁରଭି କାର୍ଯ୍ୟକ୍ରମର ସ୍ୱତନ୍ତ୍ର ଅଭିଯାନ

mahabharatanews