ଓଡିଶା

ବାଲେଶ୍ୱରରେ ୫ଟି ସଚିବଙ୍କ କୋରୋନା ସମୀକ୍ଷା

(ଅଜିତ ସାହୁ /ଜଳେଶ୍ୱର): ବାଲେଶ୍ୱର ଗସ୍ତରେ ଅଚାନକ ରାଜ୍ୟ ମୁଖ୍ୟ ଶାସନ ସଚିବ ଅଜିତ କୁମାର ତ୍ରିପାଠୀ ଏବଂ ୫-ଟି ସଚିବ ଭି-କେ ପାଣ୍ଡିଆନ। ସୂଚନା ଅନୁଯାୟୀ ଆଜି ପୁର୍ବାହ୍ନରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅଜିତ କୁମାର ତ୍ରିପାଠୀ ଏବଂ ୫-ଟି ସଚିବ ଭି-କେ ପାଣ୍ଡିଆନ ଅଚାନକ ବାଲେଶ୍ୱର ଗସ୍ତରେ ଆସି ଜିଲ୍ଲାରେ ଖୋଲା ଯାଇଥିବା କୋଭିଡ ହସ୍ପିଟାଲ ପରିଦର୍ଶନ କରିବା ସହିତ, କୋରୋନା ପାଇଁ ଜିଲ୍ଲାର ଲକ ଡାଉନ ସ୍ଥିତି ସମୀକ୍ଷା କରିଥିଲେ। ଏହି ସମୟରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ, ଆରଖି ଅଧକ୍ଷକ ବି ଯୁଗଳ କିଶୋର କୁମାର, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ଉପଜିଲ୍ଲା ପାଳ ନିଲୁ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା-ବାନାର୍ଜୀ ପ୍ରସାଦ ଛୋଟ ରାୟ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

Related posts

ମଦ ବ୍ୟବସାୟୀଙ୍କୁ ଲାଞ୍ଚମାଗି ନିଲମ୍ବିତ ଅବକାରି ଅଧୀକ୍ଷକ

mahabharatanews

କାଠ ଗଣ୍ଡି ବୋଝେଇ ଟାଟା ଏସି ଗାଡି ଜବତ: ଜଣେ ଅଟକ

mahabharatanews

ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମରେ ଝାଡାବାନ୍ତି

mahabharatanews