Uncategorized

ଭୋଟ୍ ଦେଲେ ୧୧୦ ବର୍ଷିୟ ବୃଦ୍ଧା

(ନୂଆଦିଲ୍ଲୀ): ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି । ଏଥିପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ବହୁ ବରିଷ୍ଠ ନେତା ମତଦାନ କରିଛନ୍ତି । ତେବେ ଏମାନଙ୍କ ବ୍ୟତୀତ ଜଣେ ୧୧୦ ବର୍ଷୀୟ ବୃଦ୍ଧା ମଧ୍ୟ ତାଙ୍କ ମତାଧିକାର ସାବ୍ୟସ୍ତ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ବୃଦ୍ଧା ଜଣକ ନାରେଲା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସେନ୍ତୋଷ ଗାଁରେ ଭୋଟ ଦେଇଛନ୍ତି । ସେ ଭୋଟ୍ ଦେବାକୁ ଆସିବା ବେଳେ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଭୋଟ୍ ଦେବା ବେଳେ ବୃଦ୍ଧାଙ୍କ ପାଖରେ ତାଙ୍କ ପରିବାର ଲୋକ ଉପସ୍ଥିତ ରହିଥିଲେ ।

Related posts

ଇଟାଲୀ, ଦକ୍ଷିଣ କୋରିଆକୁ ଏୟାର ଇଣ୍ଡିଆ ବିମାନ ଉଡାଣ ବନ୍ଦ

mahabharatanews

କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକା

mahabharatanews

ସଂକ୍ରମିତ ବିଚାରପତିଙ୍କ କ୍ୱାରେଣ୍ଟାଇନ ପାଇଁ ନୂଆ ବ୍ୟବସ୍ଥା

mahabharatanews