ଓଡିଶା

ଗୁଡ଼ି ଉଡ଼ାବେଳେ ଟ୍ରେନ ଧକ୍କାରେ ଚାଲିଗଲା ନାବାଳକର ଜୀବନ 

(ଶହୀଦନଗର) :  ଗୁଡ଼ି ଉଡ଼ାଉଥିବା ବେଳେ ଟ୍ରେନରେ ଧକ୍କାହେଇ ଚାଲିଗଲା ନାବାଳକର ଜୀବନ    । ଶହୀଦନଗର ଶାନ୍ତିପଲ୍ଲୀ ବସ୍ତିର ତପନ ପାତ୍ରଙ୍କ ୧୪ ବର୍ଷୀୟ ପୁଅ ସୂର୍ଯ୍ୟକାନ୍ତ ପାତ୍ର ।  ଗତକାଲି ଅପରାହ୍ନ ସମୟରେ ଟ୍ରେନ ଲାଇନ ପାର୍ଶ୍ଵରେ ସାଙ୍ଗ ସହ ଗୁଡି ଉଡାଉଥିଲେ ।  ଗୁଡ଼ି ର ସୂତା କଟି ଯିବାରୁ  ଟ୍ରେନ୍ ଲାଇନ୍ ଅପର ପର୍ଶ୍ୱକୁ ଗୁଡି ଆଣିବା ପାଇଁ ଯାଉଥିବା ବେଳେ ଟ୍ରେନ ଧକ୍କା ଦେଇଥିଲା ।   ସେହିଠାରେ ହିଁ ନାବାଳକ ଜଣଙ୍କ ମୃତ୍ୟୁ ଘଟିଥିଲା  ।  ଫଳରେ ସ୍ଥାନୀୟ ଅଂଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଯାଇଛି  ।

 

ସୂଚନାନୁଯାୟୀ , ସୂର୍ଯ୍ୟ ନବମ ଶ୍ରେଣୀ ର ଛାତ୍ର ଅଟନ୍ତି  ।  GRP ପୋଲିସ ପହଂଚି ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।  ଗୁଡ଼ିର ସୂତା କଟିଯିବାରୁ  ଟ୍ରେନ୍ ଲାଇନ୍ ଅପର ପର୍ଶ୍ୱକୁ ଗୁଡି ଆଣିବା ପାଇଁ ଯାଉଥିବା ବେଳେ  ହଠାତ ଟ୍ରେନ ଧକ୍କା ଦେଇଥିଲା ।   ସେହିଠାରେ ହିଁ ନାବାଳକ ଜଣଙ୍କ ମୃତ୍ୟୁ ଘଟିଥିଲା  ।

 

Related posts

ବାଲୁକା କଳାରେ ଶ୍ରୀକୃଷ୍ଣ

mahabharatanews

ଘୋଡାହାଡ ଡ୍ୟାମର ମୁଖ୍ୟ ଦ୍ୱାର ପୂଜା

mahabharatanews

ପାଳିତ ହେଲା ଆଦିବାସୀଙ୍କ ଟୋକିମରା ପର୍ବ, ହଜାର ହଜାର ଜନ ସମାଗମ

mahabharatanews