Uncategorized

ରାଜ୍ୟରେ ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ

ଭୁବନେଶ୍ୱେର;ସାବଧାନ ମାତିଛନ୍ତି ବୁଲା କୁକୁର ।ରାଜ୍ୟରେ ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ ।ବୁଲା କୁକୁରଙ୍କ ଉପଦ୍ରବରେ ଲୋକ ହନ୍ତସନ୍ତ ।ଦୁଇ ବର୍ଷରେ କୁକୁର କାମୁଡାରେ ଶିକାର ହେଲେଣି ୫ ଲକ୍ଷରୁ ଅଧିକ ଲୋକ ।ବିଧାନସଭାରୁ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ରଖିଲେ ଚାଞ୍ଚଲ୍ୟକର ତଥ୍ୟ ।ରାଜ୍ୟର ୮ଟି ସହରାଞ୍ଚଳରେ ୪ ହଜାର ୬୦୫ କୁକୁରଙ୍କୁ ବନ୍ଧ୍ୟା କରଣ କରାଯାଇଛି ।ଚଳିତ ବର୍ଷ ୨ଲକ୍ଷ ୪୩ ହଜାର ୫୬୫ ଜଣ ଲୋକ କୁକୁର କାମୁଡାରେ ଶିକାର ହୋଇଛନ୍ତି ।ସେହିପରି ଗତବର୍ଷ ୨ଲକ୍ଷ ୬୦ ହଜାର ଲୋକ କୁକୁର କାମୁଡାର ଶିକାର ହୋଇଥିଲେ ।

 

Related posts

ଲକ୍ଷେ୍ନøରେ ୨୫ ଯାଏ ଇଣ୍ଟରନେଟ ସେବା ବନ୍ଦ

mahabharatanews

ତିଥି ଅନୁସାରେ କରନ୍ତୁ ଏହି ଜିନିଷ ଦାନ

mahabharatanews

ନେପାଳରେ ରାଜନୈତିକ ଝଡ, ଜୋର ଧରୁଛି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି

mahabharatanews