(ଭୁବନେଶ୍ୱର) ; କରୋନା ସଂକ୍ରମଣ ବୃଦ୍ଧିକିୁ ଆଖି ଆଗରେ ରଖିି ରାଜ୍ୟ ସରକାର ନାଇଟକର୍ଫ୍ୟୁ ଲଗାଇଥିବା ବେଳେ ଆଜି କୋଭିଡ କଟକଣାକୁ ନେଇ ବଡଘୋଷଣା କଲେ ଏସ୍ ଆର ସି । ରାଜ୍ୟର ସପ୍ତାହନ୍ତ ସଟଡାଉନ ଘୋଷଣା କଲେ ଏସ୍ ଆର ସି । ଶନିବାର , ରବିବାର ସଟଡାଉନ ରହିବ ସମସ୍ତ ରାଜ୍ୟ ।
previous post
next post