ଭାରତ

ଲୁଧିଆନା କୋର୍ଟ ପରିସରରେ ବିସ୍ଫୋରଣ: ୨ ମୃତ

ଚଣ୍ଡିଗଡ: ପଞ୍ଜାବ ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ପୋରଣ ହୋଇଛି । ବିସ୍ପୋରଣ ଏତେ ଭୟଙ୍କ ଥିଲା ଯେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ହୋଇପଡିଛନ୍ତି। ହେଲେ ଏହି ବିସ୍ପୋରଣ କାହିଁକି ଓ କିପରି ହେଲେ ତାହା ଏପର୍ୟ୍ୟନ୍ତ ଜଣାପଡିନାହିଁ । ଏହି ବିସ୍ଫୋରଣ କୋର୍ଟର ଦ୍ୱିତୀୟ ମହଲାରେ ହୋଇଛି। ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି ।
କୋର୍ଟର ଓକିଲ ମାନଙ୍କ ଆନ୍ଦୋଳନ ଚାଲିଥିବାରୁ ଏହି ବ୍ଲାଷ୍ଟ ସମୟରେ ଅଧିକ ସଂଖ୍ୟାକ ଆଇନଜୀବୀ ମାନେ କୋର୍ଟରେ ଉପସ୍ଥିତ ନ ଥିଲେ ବୋଲି ସୂଚନା ମିଳିଛି । ହେଲେ ଏହି ବିସ୍ପୋରଣ ବମ୍ ପଡିବା ଯୋଗୁଁ ହୋଇଛି । କି ସିଲିଣ୍ଡର ବ୍ଲାଷ୍ଟ କରିଛି ତା ନେଇ ଛାନଭିନ ଜାରି ରଖିଛି ପୁଲିସ।
ଏଥିସହିତ ପଢ଼ନ୍ତୁ

 

Related posts

କ୍ୟାନସରରେ ପୀଡ଼ିତ ହେଲେ ଅଭିନେତ୍ରୀ ମହିମା ଚୌଧୁରୀ

mahabharatanews

ଦିଲ୍ଲୀରେ ଝଲସୁଛି ଓଡିଶା ନୌବାଣିଜ୍ୟ ପରମ୍ପରା

mahabharatanews

କରୋନା ପରେ ଆସୁଛି ଡିଜିଜ୍ ଏକ୍ସ

mahabharatanews