Uncategorized

ସରଦ ପାୱାରଙ୍କୁ ସମନ

ପୁଣେ: ୨୦୧୮ରେ ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ହୋଇଥିବା କୋରେଗାଁଓ ଭିମ ହିଂସା ମାମଲାର ତଦନ୍ତ କରୁଥିବା କମିଶନ ଏନସିପି ପ୍ରମୁଖ ସରଦ ପାୱାରଙ୍କୁ ସମନ ଜାରି କରିଛନ୍ତି । ସାକ୍ଷୀ ରୂପେ ଏପ୍ରିଲ ୪ ତାରିଖରେ କମିଶନଙ୍କ ନିକଟରେ ହାଜିର ହେବାକୁ ସମନରେ ଉଲ୍ଲେଖ କରାଯାଇଥିବା ଓକିଲ ଆଶିଷ ସତପୁତେ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପାୱ।ରଙ୍କୁ ମୁମ୍ବାଇରେ ଉପସ୍ଥିତ ହେବାକୁ ହେବ । ୨୦୧୮ ଅକ୍ଟୋବର ୮ ତାରିଖରେ ବମ୍ବେ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଜେ ଏନ ପଟେଲଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନଙ୍କ ନିକଟରେ ପାୱାର ଏକ ସତ୍ୟପାଠ ଦାଖଲ କରିଥିଲେ ।

Related posts

ଲୋକପ୍ରିୟ ସିରିଏଲ୍ ‘କସୌଟୀ’ରେ ନୂଆ ଟ୍ୱିଷ୍ଟ, ଅନୁରାଗ ହେବେ ଭିଲେନ୍

mahabharatanews

କୋଭିଡ୍ ସଂକ୍ରମିତ ହେଲେ ବିରାଟ କୋହଲି

mahabharatanews

ସିଂହାସନରେ କାଳିୟ ଦଳନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

mahabharatanews