ଓଡିଶା

ସିଏଏ ବିରୋଧରେ ସୋନପୁର ବନ୍ଦ

ସୋନପୁର: ଭୀମ ଆର୍ମୀ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏନଆରସି, ସିଏଏ, ଏନପିଆରକୁ ବିରୋଧ ସହ ସରକାରୀ ଚାକିରିରେ ପଦୋନ୍ନତିରେ ଅ।।ରକ୍ଷଣକୁ ଇଛ।।ଧିନ କରିବାକୁ ବିରୋଧ କରିଛି ଭୀମ ଆର୍ମୀ ପାର୍ଟି । ଆଜି ସକାଳୁ ସକାଳୁ ଦଳର କର୍ମକର୍ତ୍ତାମାନେ ସୋନପୁର ସହରର ବିଭିନ୍ନ ଛକରେ ପିକେଟିଂ କରି ବନ୍ଦ କରିଥିବା ଦେଖିବାକୁ ମଳିଥିଲା । ବନ୍ଦ ପ୍ରଭାବରେ ଗାଡି ମୋଟର ଚଳାଚଳ ବନ୍ଦ ରହିବ।। ସହ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି ।

Related posts

କରୋନା କଟକଣାକୁ ଅବମାନନା: ଶୁଦ୍ଧ କ୍ରିୟାରେ ୫୦୦ ଲୋକଙ୍କ ସମାଗମ

mahabharatanews

ଫେଲ ମାରିଛି ଜଳ ଯୋଗାଣ ପ୍ରକଳ୍ପ, ବାଲଟିରେ ପାଣି ବୋହି କ୍ଷେତ ସିଞ୍ଚୁଛନ୍ତି ଚାଷୀ

mahabharatanews

ବର୍ଷା, ଅନୁଭବ ପାରିବାରିକ କଳିର ପରବର୍ତ୍ତୀ ଶୁଣାଣି ଡିସେମ୍ବରରେ 

mahabharatanews

Leave a Comment