ଓଡିଶା

ହର୍ସାଟ୍ରଷ୍ଟ୍ ପକ୍ଷରୁ ସୁଖିଲାଖାଦ୍ୟ ବଣ୍ଟନ

(ସନ୍ତୋଷ କୁମାର ଲମ୍ବାଟା/ରାୟଗଡା): କଲ୍ୟାଣସିଂହପୁର-ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିଙ୍ଗାରୀ ପଞ୍ଚାୟତର ମେଲକୁଜୁବା,ବୋରିଗୁଡା,କରଞ୍ଜା, ପାଳଖମଣ ଗ୍ରାମର ନିହାତି ଗରିବ ଶ୍ରେଣୀର ୪୭ ଟି ପରିବାରକୁ ହର୍ସା ଟ୍ରଷ୍ଟ୍ ପକ୍ଷରୁ ସୁଖିଲାଖାଦ୍ୟ ବଣ୍ଟନ କରାଯାଇଛି।

ଏଥିରେ ପ୍ରତି ପରିବାର ପିଛା ୩ କି.ଲୋ ଚୁଡା,୨ କି.ଲୋ ଡାଲି, ୧ କି.ଲୋ ଚିନି,୨ଟି ସାବୁନ୍,୧ ଲିଟର ରନ୍ଧା ତେଲ,ସୋୟାବିନ୍ ବଡି ୫ଶହ ଗ୍ରାମ୍ ଦିଆଯାଇଛି। ଏହି ବ୍ଲକ୍ ରେ ପ୍ରାୟ ୭ଶହରୁ ଉର୍ଦ୍ଧ ପରିବାର କୁ ସହାୟତା ଯୋଗାଇ ଦିଆଯାଇଥିବା ହର୍ସା ଟ୍ରଷ୍ଟ୍ ପକ୍ଷରୁ ସୁଚନା ମିଳିଛି।

Related posts

ଆୟୁଷ୍ମାନ କାର୍ଡରେ ବଡ ପରିବର୍ତ୍ତନ କରୁଛନ୍ତି ସରକାର ଏପରି ନକଲେ କଟିଯିବ ଆୟୁଷ୍ମାନ କାର୍ଡ ।

mahabharatanews

ଅମଟପୁରରେ ଭୂତ ଖାଉଛି ରାସନ

mahabharatanews

ଆଗାମୀ ୨ ଦିନ ଧରି ଘନ କୁହୁଡି ସମ୍ଭାବନା

mahabharatanews