ଓଡିଶା

୧୩ରେ ଭାରତ ଆସିବେ ପୋର୍ତ୍ତୁଗାଲ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପୋର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଦେ ସୌସା ଫେବୃଆରୀ ୧୩ରୁ ୪ ଦିନିଅ। ଭାରତ ଗସ୍ତରେ ଆସୁଥିବା ବିଦେଶ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି କି, ମାର୍ସେଲୋ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିମନ୍ତ୍ରଣ ରକ୍ଷା କରି ଆସନ୍ତା ୧୩ ତ।।ରିଖରେ ଭାରତ ଗସ୍ତରେ ଆସିବେ । ସେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ସହ ଭାରତ ଗସ୍ତ କରିବେ ବୋଲି ଆଜି ବିଦେଶ ମୁଖପାତ୍ର ରବି କୁମାର ତାଙ୍କ ସାପ୍ତାହିକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି । ଏହା ମାର୍ସେଲୋଙ୍କ ପ୍ରଥମ ଗସ୍ତ ହେବ । ଏହା ପୂର୍ବରୁ ୨୦୦୭ରେ ପୋର୍ତ୍ତୁଗାଲର ତକ୍ରାଳୀନ ରାଷ୍ଟ୍ରପତି ଭାରତ ଗସ୍ତ କରିଥିଲେ ।

Related posts

ଶନିବାର ପ୍ରକାଶ ପାଇବ +୨ ଆର୍ଟସ୍ ଫଳାଫଳ

mahabharatanews

ବିନା ଡାକ୍ତରରେ ଚାଲିଛି ଆରଡି ସ୍ୱାସ୍ଥ୍ୟକେନ୍ଦ୍ର

mahabharatanews

ବଗି ଛାଡ଼ି ୨ କିମି ପଳାଇଲା ଇଞ୍ଜିନ୍

mahabharatanews