Uncategorized

୨, ୬୧. ୭୬, ୧୪୦ରେ ପହଞ୍ଚିଛି ବିଶ୍ୱ କରୋନା ସଂକ୍ରମଣ 

ନୂଆଦିଲୀ: ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭୂତାଣୁ କବଳରୁ ଏପର୍ଯ୍ୟନ୍ତ ବିଶ୍ୱକୁ ମୁକ୍ତି ମିଳିପାରୁ ନାହିଁ । ଆଜି ମଧ୍ୟ ବିଶ୍ୱର ଅନେକ ଦେଶ ଏହି ସଂକ୍ରମଣରେ ବିପର୍ଯ୍ୟସ୍ତ ହୋଇ ପଡୁଛି । ବର୍ତ୍ତମାନ ସୁଦ୍ଧା ବିଶ୍ବରେ କୋରୋନାରେ ୨, ୬୧. ୭୬, ୧୪୦ ସଂକ୍ରମିତ ହୋଇଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା ୮. ୬୭, ୨୯୫ରେ ପହଞ୍ଚିଛି । ୮୪, ୪୧. ୪୫୩ ରୋଗୀ ଆରୋଗ୍ୟଲାଭ କରିଛନ୍ତି ଓ ବର୍ତ୍ତମାନ ୬୮, ୬୭. ୩୯୨ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
ଆମେରିକାରେ ସର୍ବାଧିକ ୧, ୮୯.୯୪୧ ମୃତ୍ୟୁ ବରଣ କରିଥିବାବେଳେ ବ୍ରାଜିଲରେ ୧ ଲକ୍ଷ ୨୩ ହଜାର ୮୯୯, ରୁଷିଆରେ ୧୭, ୪୧୪ ମୃତ, ପେରୁରେ ୨୯,୨୫୯ ରୋଗୀ ମୃତ୍ୟୁ ବରଣ କରିଛନ୍ତି। ବିଶ୍ବ କୋରୋନା ତାଲିକାର ଭାରତ ତୃତୀୟ ସ୍ଥାନରେ ରହିଛି। ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୮, ୫୩, ୪୦୭ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୬୭, ୩୭୬ ରହିଛି । ଏଯାବତ୍ ୮, ୧୫, ୫୩୮ ସକ୍ରିୟ ମାମଲା ରହିଥିବା ବେଳେ ୨୯, ୭୦. ୪୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Related posts

ରଥଯାତ୍ରାରେ ବାଲେଶ୍ୱରର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ପୁଜାର୍ଚ୍ଚନା

mahabharatanews

ଜଏସର ବରିଷ୍ଠ ନେତାଙ୍କ ସହ ୨ ହାର୍ଡ କୋର କମାଣ୍ଡର ଠାବ

mahabharatanews

ଥଣ୍ଡାର ସହର ସାଇବେରିଆ

mahabharatanews