Uncategorized

ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ୧୧ଜଣ ଆକ୍ରାନ୍ତ

ନୂଆଦିଲ୍ଲୀ: ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ୧୧ଜଣ ଅଧିକାରୀ କରୋନା ପଜିଟିଭ ଚିହ୍ନଟ । ୧୧ଜଣକ ମଧ୍ୟରେ ଯୁଗ୍ମ ସଚିବ, ଷ୍ଟେନୋ, ମୁଖ୍ୟ ବ୍ୟକ୍ତିଗତ ସଚିବ, ବ୍ୟକ୍ତିଗତ ସଚିବ, ୬ଜଣ ମଲ୍ଟି ଟାସ୍କ ଆସିଷ୍ଟାଣ୍ଟ ଏବଂ ଡ୍ରାଇଭର ରହିଛନ୍ତି । ଗତ ସପ୍ତାହରେ ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ୨ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ । ଏହା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅଧିକାରୀଙ୍କୁ ସଙ୍ଗରୋଧରେ ରଖାଯାଇ ପରୀକ୍ଷା କରାଯିବା ପରେ ଏବେ ୧୧ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ।

Related posts

କୋରୋନା ସନ୍ଦେହରେ ୨୯ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ

mahabharatanews

ଗଲୱାନରେ ଆହତ ହୋଇଥିବା ଯବାନଙ୍କୁ ଭେଟିଲେ ସ୍ଥଳସେନା ମୁଖ୍ୟ

mahabharatanews

ସରକାରୀ କ୍ୱାର୍ଟରରେ ରହିବେ ଉଦ୍ଧବ

mahabharatanews