ମହାରାଷ୍ଟ୍ର: ମହାରାଷ୍ଟ୍ରର ଜଳଗାଓଁରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୬ ମହିଳାଙ୍କ ସହ ୨ ଶିଶୁ ରହିଛନ୍ତି । ଏକ ଭଣ୍ଡା ବୋଝେଇ ଟ୍ରକ ରାସ୍ତା କଡକୁ ଟ୍ରକ୍ ଓଲଟିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ପୁଲିସ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ଏକ ଭଣ୍ଡା ବୋଝେଇ ଟ୍ରକରେ ୨୧ ଶ୍ରମିକ ଧୁଲେରୁ ଜଳଗାଓଁ ଯାଉଥିବା ବେଳେ ୟାବଲ ରୋଡରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା ।
An allergic reaction can include:. vgrmalaysia.net Do not take Viagra if the packaging is torn or shows signs of tampering, or does not look quite right even if the tablets may look alright.
