Uncategorized

ବଜ୍ରପାତରେ ସପ୍ତାହକରେ ଗଲାଣି ୧୫୦ ଜୀବନ

ପାଟନା: ଚଳିତ ବର୍ଷ ବର୍ଷା ବିହାର ପାଇଁ କାଳ ହୋଇ ଆସିଛି । ବଜ୍ରପାତରେ ଗୋଟିଏ ସପ୍ତାହରେ ରାଜ୍ୟରେ ୧୫୦ ଜଣଙ୍କ ଜୀବନ ଗଲାଣି । ଆଜିର ବଜ୍ରପାତରେ ୫ ଜିଲ୍ଲାରେ ତାଣ୍ଡବ ଖେଳାଇଛି । ସେଗୁଡିକ ମଧ୍ୟରେ ଭୋଜପୁର ଓ ସାରନରେ ସର୍ବାଧିକ ୪ ଜଣ ଲେଖାଏ ଲୋକଙ୍କ ମୃତ୍ୟୁ ହୋଇଥିôବା ବେଳେ କମିପୁର,ପାଟନା ଓ ବକ୍ସରରେ ୭ ଜଣଙ୍କ ମୃତ୍ୟୁ ହୋଇଛି।
ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଜ୍ରାଘାତରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଘୋଷଣା କରିଛନ୍ତି। ରାଜ୍ୟ ସରକାର ପକ୍ଷରୁ ବର୍ଷା ଓ ବଜ୍ରପାତ ସମୟରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Related posts

ପାର୍ବତ୍ୟାଞ୍ଚଳ ପାଇଁ ଟାଙ୍କ କିଣିବ ଭାରତ

mahabharatanews

ଲକଡାଉନର ୯ ମାସରେ ଭାରତରେ ସର୍ବାଧିକ ଶିଶୁ ଜନ୍ମ ହେବେ: ୟୁନିସେଫ୍

mahabharatanews

ଦେଶରେ ଗତ ୨୪ ଘଣ୍ଟାରେ ୫୫ ହଜାର ୮୩୮ ସଂକ୍ରମିତ ଚିହ୍ନଟ

mahabharatanews