ଓଡିଶା

ବନ୍ଦେ ମାତରମ ୧୫୦ ବର୍ଷ ପୂର୍ତ୍ତି ଓ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ

ଉମେଶ ଜେନାଙ୍କ ନେତୃତ୍ୱରେ ବନ୍ଦେ ମାତରମ ୧୫୦ ବର୍ଷ ପୂର୍ତ୍ତି ଓ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ । ବରୀ ନିର୍ବାଚନ ମଣ୍ଡଳୀ ର ସ୍ଵାଇଁଖଣ୍ଡ ପଞ୍ଚାୟତ ସୁବର୍ନେଶ୍ୱର ପଡ଼ିଆ ଠାରେ ନିର୍ମଳ ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ। ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ସଭାପତି ଦେବଜାନୀ ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ଆଶୁତୋଷ ପରିଡା, ବରୀ ବ୍ଲକ ଅଧକ୍ଷ ଅଶୋକ କୁମାର ଗେଡି, ବନ୍ଦେ ମାତରମର ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ଗିରି, ଆତ୍ମ ନିର୍ଭର ଭାରତର ଜିଲ୍ଲା ସଂଯୋଜକ ସୌଭାଗ୍ୟ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

Related posts

ପୁଣି ବୃଦ୍ଧି ପାଇଲା ସୁନାର ଦାମ

mahabharatanews

ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୁର୍ବରୁ ପତ୍ର ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ

mahabharatanews

ପାପଡାହାଣ୍ଡିରେ  SHG ମହିଳାଙ୍କୁ  ବିରୋଧ  

mahabharatanews