ଓଡିଶା

ଦୁଇ ଓଏଏସଙ୍କ ବଦଳି

ଭୁବନେଶ୍ୱର: ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜିଦୁଇ ଓଏଏସ ଅଧିକାରୀଙ୍କୁ ବଦଳି କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ ବାଲେଶ୍ୱର ଫକିରମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ପରିଚାଳନା ଅଧିକାରୀ ଜୟନ୍ତୀ ସିଂହଙ୍କୁ କଟକ ଏକୀକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଓଏଏସ, ଭଦ୍ରକ ଅତିରିକ୍ତ ଉପଜିଲ୍ଲାପାଳ ମନୋରମା ଭୂୟାଁଙ୍କୁ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ବଦଳି କରାଯାଇଛି ।

Related posts

ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା 

mahabharatanews

ଇନ୍ଦ୍ରାବତୀ ନଦୀରେ ବୁଡ଼ି ମହିଳା ନିଖୋଜ,୨୪ ଘଣ୍ଟା ପରେ ଶବ ଉଦ୍ଧାର

mahabharatanews

ଦୁର୍ଗା ପୁଜା ଭସାଣୀରେ ହେବନାହିଁ ଶୋଭାଯାତ୍ରା  

mahabharatanews