ଓଡିଶାଦୁର୍ଘଟଣା

ଛାତ୍ରଙ୍କ ଉପରେ ମାଡ଼ିଗଲା ଟ୍ରାକ୍ଟର

ନିମାପଡ଼ା: ବଳଙ୍ଗା ଥାନା ଅର୍ନ୍ତଗତ ଅରେଇସାହି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି ରାତିରେ ଟ୍ୟୁସନରୁ ଫେରୁଥିବା ସମୟରେ ଏକ ବାଇକକୁ ଧକ୍କା ଦେଇଥିଲା ଟ୍ରାକ୍ଟର। ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍ ଚାଳକ ଗୁରୁତର ଆହତ ହୋଇଥିଲେ। ମୃତ ଛାତ୍ର ଦୁଇଜଣ ହେଉଛନ୍ତି ଗଡଚାନ୍ଦପୁର ଗ୍ରାମର କ୍ରୀଷ୍ଣା ପରିଡ଼ା ଓ ଆଦିତ୍ୟ ପରିଡ଼ା । ମୃତକଙ୍କ ବୟସ ୧୨ ଓ ୮ ବର୍ଷ । ଉଭୟ ଛାତ୍ର ସମ୍ପର୍କୀୟଙ୍କ ସହ ବାଇକରେ ଆସୁଥିଲେ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।

Related posts

ରାଜ୍ୟରେ ଆଉ ୨୨୪୪ ସଂକ୍ରମିତ ଚିହ୍ନଟ

mahabharatanews

ସମସ୍ୟା ଘେରରେ ବ୍ରିଟିଶ ଅମଳର “ସିଂଲା ଥାନା

mahabharatanews

ନୂଆ ବସଷ୍ଟାଣ୍ଡସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ

mahabharatanews