ଭାରତ

ସେନା ଗୁଳିରେ ୨ ଆତଙ୍କବାଦୀ

(ଜମ୍ମୁକାଶ୍ମୀର) : ଆଜି ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲାରେ ନିରାପତ୍ତା ବଳ ସହିତ ଗୁଳିବିନିମୟ କରି ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସେନା ଓ ବାରମୂଳା ପୁଲିସ ସହିତ ଆତଙ୍କବାଦୀମାନଙ୍କର ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରେ ତଲାସ ଅଭିଯାନ ଜାରି ରହିଛି।

 ସୂଚନାନୁଯାୟୀ, ସେପଟେ ଆଜି ଦିନକୁ ମିଶାଇ ଜମ୍ମୁ ଓ କଶ୍ମୀରର ଅନନ୍ତନାଗରେ ୪ ଦିନ ହେବ ଆତଙ୍କବାଦୀ ଓ ନିରପତ୍ତା ବଳ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସେଠାରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଭୁଥିବା ବେଳେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନଙ୍କୁ ଠାବ କରିବା ଲାଗି ‘ଡ୍ରୋନ୍‌ ସର୍ଭିଲେନ୍‌ସି’ କରାଯାଉଛି।

Related posts

ଜ୍ୟାକଲିନଙ୍କୁ କାହିଁକି ଗିରଫ କଲନି : ଇଡିକୁ ଅଦାଲତର ପ୍ରଶ୍ନ

mahabharatanews

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଭାରତ୍ତୋଳକଙ୍କ ଚମତ୍କାର ପ୍ରଦର୍ଶନ, ମିଳିଲା ତୃତୀୟ ସ୍ୱର୍ଣ୍ଣ

mahabharatanews

ଦିଲ୍ଲୀ ଏୟାରପୋର୍ଟରେ ଜୀବନ୍ତ ଗୁଳି ଓ ବନ୍ଧୁକ ସହ ମହିଳା ଗିରଫ

mahabharatanews