ଓଡିଶା

ଅର୍ପଣ ରଥରୁ ମିଳିଛି ୩ କୋଟି ୬ଲକ୍ଷ ୬୨ହଜାର ୮୧୩ ଟଙ୍କା

ପୁରୀ :ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଗାଁ ଗାଁରେ ବୁଲିଥିଲା ଅର୍ପଣ ରଥ । ସେଥିଲେ ମାହାପ୍ରଭୁ ଜଗନ୍ନାଥଙ୍କ ଉଦେଶ୍ୟରେ ଅର୍ପଣ କରିଥିଲେ ଗୁଆ ଚାଉଳ ଓ ଦକ୍ଷିଣା । ସେହି ଅର୍ପଣ ରଥରୁ ଆସିଥିବା ଦକ୍ଷିଣା ଆଜି ଗଣତି ଶେଷ ହୋଇଛି । ସେଥିରେ ମୋଟ ୩ କୋଟି ୬ଲକ୍ଷ ୬୨ହଜାର ୮୧୩ ଟଙ୍କା ମିଳିଥିବା ସୂଚନା ରହିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି । ତେବେ ଭତ ଜାନୁଆରୀ୨୨ ତାରିଖରୁ ଫେବ୍ରୁଆରୀ ୭ ତାରିଖ ପର୍ଯ୍ୟନ୍ତ ଚାଲି ଥିଲା ଅର୍ପଣ ରଥ ।

Related posts

ସମସ୍ୟାର ସମାଧାନ ଦାବିରେ ହିଞ୍ଜିଳିକାଟୁର ଶୋଭାଯାତ୍ରା

mahabharatanews

ଡ୍ରଗ୍ସ ଅପରାଧକୁ ନେଇ ଏକ ସଚେତନତା ସାଇକ୍ଲୋଥନ୍ ରାଲି ଅନୁଷ୍ଠିତ

mahabharatanews

ଓଡିଶାକୁ ନାହିଁ ବାତ୍ୟାର ଭୟ !

mahabharatanews