Uncategorized

‘ଡ୍ରାମେବାଜ’ କହିବା ମହଙ୍ଗା ପଡିଲା ଅଧିକାରୀଙ୍କୁ

ହିସାର: ହରିଆଣା କୃଷକ କମିଟିର ଅଧିକାରୀଙ୍କୁ ଚପଲରେ ପିଟିଲେ ଟିକ୍ ଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ୍ । ଅଧିକାରୀଙ୍କ ଦ୍ୱାରା ତାଙ୍କ ପ୍ରତି ଅଶ୍ଳୀଳ ବ୍ୟବହାରକୁ ବିରୋଧ କରି ଚପଲରେ ପିଟିବାକୁ ମଧ୍ୟ ପଛେଇ ନାହାନ୍ତି ଏହି ନେତ୍ରୀ । ଘଟଣା ସମୟର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।
ଶୁକ୍ରବାର ଦିନ ଫୋଗଟ କୃଷକ ବଜାର ଯାଞ୍ଚ କରୁଥିଲେ। ଏହି ସମୟରେ ଫୋଗଟ୍ କୃଷକଙ୍କ ଅଭିଯୋଗ ତାଲିକା ଅଧିକାରୀଙ୍କୁ ଦେଖାଇ ତାଙ୍କୁ ତାଗିଦ କରିଥିଲେ । କିନ୍ତୁ ଅଧିକାରୀ ଫୋଗଟଙ୍କୁ ‘ଡ୍ରାମେବାଜ’ ବୋଲି କହିଥଲେ। ଏହା ଶୁଣିବା ପରେ ଫୋଗଟଙ୍କ କ୍ରୋଧ ପଞ୍ଚମରେ ପହଞ୍ଚି ଯାଇଥିଲା । ସଙ୍ଗେସଙ୍ଗେ ଚପଲ ଖୋଲି ଅଧିକାରୀଙ୍କୁ ମ।।ରିଥିଲେ ।

Related posts

ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ସୋରିଷ

mahabharatanews

ସ୍ପେନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ କୋରୋନା

mahabharatanews

ଟ୍ରାକ୍ଟର ରାଲିରେ ହିଂସା ପଛରେ  ପଞ୍ଜାବୀ ଅଭିନେତାଙ୍କ ହାତ

mahabharatanews