ଭାରତ

ସେନେଗାଡିରେ ନିଆଁ ଲାଗି ଚାରି ଯବାନ ସହିଦ

ପୁଞ୍ଚ : ସେନେଗାଡିରେ ନିଆଁ ଲାଗି ଚାରି ଯବାନ ସହିଦ | ତେବେ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ସେନାର ଏକ ଟ୍ରକରେ ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡରେ ୪ ଜଣ ଯବାନ ସହିଦ ହୋଇଥିବା କୁହାଯାଉଛି। ଆଉ କିଛି ଯବାନ ଆହତ ହୋଇଛନ୍ତି।

ଅଗ୍ନିକାଣ୍ଡର କାରଣ ଜଣାପଡ଼ିନ ଥିବା ବେଳେ ଘଟଣାସ୍ଥଳରେ ସେନାର ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି । ଟ୍ରକରେ ନିଆଁ ଲାଗିବାର କାରଣ ଜଣାପଡ଼ିନଥିଲେ ବି ବଜ୍ରପାତ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ସେନାର ବରିଷ୍ଠ କମାଣ୍ଡର ଓ ସ୍ଥାନୀୟ ପୁଲିସ ପହଞ୍ଚିଛନ୍ତି ।

Related posts

ରେଳ ଷ୍ଟେସନରେ ପ୍ରାଣ ପ୍ରତିଷ୍ଠାର ହେବ ଲାଇଭ୍ ଷ୍ଟ୍ରିମିଂ

mahabharatanews

ଆସାମ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାନହାନି କେସ

mahabharatanews

ଏୟାର ଇଣ୍ଡିଆ ବିମାନରେ ଅଧିକାରୀଙ୍କୁ ଶକ୍ତ ଚାପୁଡ଼ା ମାରିଲେ ଯାତ୍ରୀ

mahabharatanews