ଅପରାଧଓଡିଶା

ଗଞ୍ଜେଇ ଚେରା ଚାଲାଣ ମାମଲାରେ୧୦ବର୍ଷ ଜେଲ

କଳାହାଣ୍ଡି:ବହୁ ଚର୍ଚ୍ଚିତ ୟୁପି ଗଞ୍ଜେଇ ଚାଲାଣ ମାମଲା ।ଦୁଇ ଅଭିଯୁକ୍ତ ଙ୍କୁ ୧୦ବର୍ଷ ସଜା ଶୁଣାଇଲେ ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୈରାଜଜ୍ ଗତ ୨୦୨୨ ଜାନୁଆରୀ୨୬ ରେ ଏକ ୟୁପି ନମ୍ବର ବସର ଡିକି ରେ ପ୍ରାୟ ୭୦୦ କେଜି ଗଞ୍ଜେଇ ଚୋରାଚାଲାଣ ମାମଲାର ରାୟ ପ୍ରକାଶ ପାଇଛି । କଳାହାଣ୍ଡି ଜୁନାଗଡ ପୋଲିସ ସନ୍ଦେହ ରେ ଏକ ୟୁପି ନମ୍ବର ଥିବା ବସକୁ ଅଟକ ରଖିଥିଲା । ତେବେ ବସକୁ ଯାଞ୍ଚ କରିବା ବେଳେ ଏଥିରେ ୭୦୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଥିଲା ।ତଦନ୍ତ ସମୟରେ ଏହା ୟୁପିକୁ ଚାଲାଣ କରାଯାଉଥିବା ପୋଲିସ ଜାଣିଥିଲା ।ସମସ୍ତ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ଧର୍ମଗଡଇଊଔ ବନ୍ଦନା କର କୋର୍ଟ ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲାର ଅର୍ଜୁନ ବଗର୍ତୀ ଓ ନକୂଳ ପ୍ରଧାନ କୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ଜଣପିଛା ଏକଲକ୍ଷ ଟଙ୍କା ଅର୍ଥଦଣ୍ଡାଦେଶ ଶୁଣାଇଛନ୍ତି ।ଅର୍ଥ ଭରଣା ନକଲେ ଆହୁରି ଏଅବର୍ଷ ସଜା ଶୁଣାଇଛନ୍ତି ।

Related posts

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ବାହୁଡା଼ ଯାତ୍ରା ସମ୍ପୂର୍ଣ୍ଣ

mahabharatanews

କଣିହାଁ ୟୁକୋ ବ୍ୟାଙ୍କ ପରିସରରେ ସାମାଜିକ ଦୂରତାକୁ ‘ଫୁ’

mahabharatanews

ବରିଷ୍ଠ ଓଏଏସ ଅଫିସରସ୍ତରରେ ଅଦଳବଦଳ

mahabharatanews