ଭାରତ

ସେନାକୁ ବଡ଼ ସଫଳତା;, ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ

(ଜମ୍ମୁକାଶ୍ମୀର) : ଏନକାଉଣ୍ଟରରେ ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା । ଜାମ୍ମୁ କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଭାରତୀୟ ସେନାକୁ ମିଛି ବଡ଼ ସଫଳତା । ସୁରକ୍ଷା କର୍ମୀଙ୍କ ଗୁଳଇରେ ପ୍ରାଣ ହାରଇଛନ୍ତି ୫ ଆତଙ୍କବାଦୀ । ଏନକାଉଣ୍ଟର ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାନୁଯାୟୀ , କାଶ୍ମୀରର ଅତିରିକ୍ତ ମହାନିର୍ଦ୍ଦେଶକ ବିଜୟ କୁମାର କହିଛନ୍ତି ଯେ ଏହି ଏନକାଉଣ୍ଟରରେ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି, ପରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି । ଆତଙ୍କବାଦୀଙ୍କ ସହ ସେନା ଏବଂ ପୋଲିସର ମିଳିତ ଟିମ୍ ଏନକାଉଣ୍ଟର ଚଳାଇଛନ୍ତି ବୋଲି କାଶ୍ମୀର ଜୋନ୍ ପୋଲିସ କହିଛି । ଏହି ମୁକାବିଲା ଜୁନାଗଡ ଅଞ୍ଚଳରେ LoC ନିକଟରେ ମିଳିଥିବା ଇନପୁଟ ଆଧାରରେ ଆରମ୍ଭ ହୋଇଥିଲା ।

Related posts

ଦିଗପହଣ୍ଡି ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ରାଜସ୍ଥାନରେ “ଲୁ

mahabharatanews

ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗ ଦେଲେ ଅଖିଳେଶ 

mahabharatanews