ଭାରତ

ତାମିଲନାଡୁରେ ଭୟଙ୍କର ସଡକ ଦୁର୍ଘଯଣା , ୭ ମୃତ

ତାମିଲନାଡୁ : ଭୟଙ୍କର ସଡକ ଦୁର୍ଘଟଣାରେ ୭ମୃତ । କାର ଏବଂ ବସ ମଧ୍ୟରେ ଜେଦାର ଟକ୍କର ହେବା ଫଳରେ ଦୁର୍ଘଟଣା ହୋଇଛି । ଏହି ଘଟଣାରେ ଅନେକ ଆହତ ମଧ୍ୟ ହୋଇଥିବା ଖବର ମିଳିଛି ।

ସୂଚନା ମୁତାବକ, ତିରୁବନାମଲାଇ ଜିଲ୍ଲାର ଚଙ୍ଗମ ସହର ପାଖରେ ବସ୍‌ ଷ୍ଟପ ଜାତୀୟ ରାଜପଥ ୭୭ରେ ଏସୟୁଭି ତାମିଲନାଡୁ ରାଜ୍ୟ ପରିବହନ ନିଗମର ଏକ ବସ୍‌ ସହିତ ଧକ୍କା ହୋଇଥିଲା । ଘଟଣାରେ ଆସାମର ୫ ଜଣଙ୍କ ସହିତ ୭ ଜଣଙ୍କର ମୃତ୍ୟୁ ହୋଇଛି ।

ପୋଲିସ ମୃତକଙ୍କ ପରିଚୟ ପାଇଛି । କାର୍‌ଟି ଓଭରଟେକ କରୁଥିବା ସମୟରେ ଦୁର୍ଘଟଣା ହୋଇଥିଲା । ସମସ୍ତଙ୍କୁ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି ।

Related posts

 ଆଇସିୟୁରେ ଭର୍ତ୍ତି ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ

mahabharatanews

“ପ୍ରଧାନମନ୍ତ୍ରୀ ‘ମିଥ୍ୟା ଯନ୍ତ୍ର’ ରେ ପରିଣତ ହୋଇଛନ୍ତି” : ରାହୁଲ ଗାନ୍ଧୀ

mahabharatanews

ଆଜିଠୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା

mahabharatanews