ଓଡିଶା

ନିଆଁ ଲାଗି ୭ ବଖରା ପାଉଁଶ

(ମହାଭାରତ, ପଟ୍ଟାମୁଣ୍ଡାଇ): କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଘଡିଆମାଳ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଗାଁର ଜଣକ ଘରେ ନିଆଁ ଲାଗିବାରୁ ତାଙ୍କ ଘରର ୭ ବଖରା ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ତାଙ୍କର ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ରାଜନଗରରୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ତାହା ଏଯାଏ ଜଣାପଡି ନାହିଁ ।

Related posts

କାଗଜ ଗୋଦାମରେ ଅଗ୍ନିକାଣ୍ଡ

mahabharatanews

ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦୁଇ ଦିନ ବର୍ଷିବ

mahabharatanews

୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ  ଟ୍ୱିନ ସିଟିବାସୀ 

mahabharatanews