ଓଡିଶା

ଚାଷୀ ନେତା କୁଞ୍ଜ ବିହାରୀ ବାରିକଙ୍କ ଶ୍ରଦ୍ଧାଞ୍ଜଳି ସଭା

(ବରଗଡ /ମହାଭାରତ) : ବରଗଡ ଜିଲ୍ଲା ବରପାଲି ଗଙ୍ଗାଧର ସ୍ମୁତି ଭବନ ଠାରେ ବିଶିଷ୍ଠ ଚାଷୀ ନେତା କୁଞ୍ଜବିହାରି ବାରିକଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ହୁସି ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସନ୍ତୋଷ ନିନା, ଜିଲ୍ଲା ପରିବେଶବିତ ତେଜରାଜ ଭୋଇ, ଜେଠୁ ଭୋଇ, ମହେନ୍ଦ୍ର ମେହେର, ବରପାଲି ସାମ୍ବାଦିକ ସଂଘର ସଭାପତି ଚିତ୍ତରଞ୍ଜନ ସାହୁ, ସମ୍ପାଦକ ହର୍ଷ ବେହେରା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବାରିକ ଙ୍କ ଜୀବନୀ ଉପରେ ଅ ।ଲୋକପାତ କରିବା ସହ ତାଙ୍କ ଅମର ଅ ।ତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ।

Related posts

ଜେଜେଙ୍କ ପିଣ୍ଡ ଦାନ କରିବାକୁ ଆସି ଚାଲିଗଲା ନାତିର ଜୀବନ

mahabharatanews

ଆଜିଠୁ ୩ ଦିନିଆ ପାଇଁ  ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

କୋଣାର୍କ ନୃତ୍ୟ ସଙ୍ଗୀତ ମହୋତ୍ସବ ଉଦଘାଦଟିତ

mahabharatanews