ଓଡିଶା

ଚାଷୀ ନେତା କୁଞ୍ଜ ବିହାରୀ ବାରିକଙ୍କ ଶ୍ରଦ୍ଧାଞ୍ଜଳି ସଭା

(ବରଗଡ /ମହାଭାରତ) : ବରଗଡ ଜିଲ୍ଲା ବରପାଲି ଗଙ୍ଗାଧର ସ୍ମୁତି ଭବନ ଠାରେ ବିଶିଷ୍ଠ ଚାଷୀ ନେତା କୁଞ୍ଜବିହାରି ବାରିକଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ହୁସି ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସନ୍ତୋଷ ନିନା, ଜିଲ୍ଲା ପରିବେଶବିତ ତେଜରାଜ ଭୋଇ, ଜେଠୁ ଭୋଇ, ମହେନ୍ଦ୍ର ମେହେର, ବରପାଲି ସାମ୍ବାଦିକ ସଂଘର ସଭାପତି ଚିତ୍ତରଞ୍ଜନ ସାହୁ, ସମ୍ପାଦକ ହର୍ଷ ବେହେରା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବାରିକ ଙ୍କ ଜୀବନୀ ଉପରେ ଅ ।ଲୋକପାତ କରିବା ସହ ତାଙ୍କ ଅମର ଅ ।ତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ।

Related posts

ଆଜିଠୁ ଭୁବନେଶ୍ବରରେ ସ୍ବାଭାବିକ ହେବ ଟ୍ରେନ୍ ସେବା

mahabharatanews

ମୋହର ବାଜିବା ଆଗରୁ ପ୍ରସ୍ତାବ ଚିଠା ଭାଇରାଲ

mahabharatanews

ଆସନ୍ତା ୩ଦିନ ଅସମ୍ଭାଳ ଗୁଳୁଗୁଳି ସହ ଖରା 

mahabharatanews