ଅପରାଧଓଡିଶା

ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

(ମହାଭାରତ/ରଜନୀ କାନ୍ତ ପାତ୍ର) ହିଞ୍ଜିଳି: ଦିଗପହଣ୍ଡି ଦେଓଖାଳି ଛକରେ ଶୁକ୍ରବାର ଜଣେ ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତମାନେ ହାଣିଦେଇଥିବା ଜଣାପଡିଛି । ଏବଂ ଏହାପରେ ଉକ୍ତ ଦୁର୍ବୃତ୍ତମାନେ କରପଡ଼ା ଗ୍ରାମରେ ବାଇକରେ ଯାଉଥିବାବେଳେ ଜଣଙ୍କୁ ଅଟକାଇ ଖଣ୍ଡାରେ ହାଣିଥିଲେ । ତେବେ ୪ ଜଣ ଦୁର୍ବୃତ୍ତ ବାଇକରେ ଆସି ଦୁଇ ଜଣଙ୍କୁ ଖଣ୍ଡାରେ ହାଣି ଥିବା ଜଣାପଡିଛି। । ଆକ୍ରମଣର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଗୁରୁତର ଦୁଇ ଜଣଙ୍କୁ ବ୍ରହ୍ମପୁର ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Related posts

ଜ୍ୱାଇଁର ଛୁରା ମାଡରେ ଶାଶୁ ମୃତ

mahabharatanews

ପୁରୀ ବଡ ଦାଣ୍ଡରେ ଡ୍ରୋନ୍ ମନା

mahabharatanews

ସ୍ୱାସ୍ଥ୍ୟ କର୍ମଚାରୀଙ୍କର ନିଆରା ଢ଼ଙ୍ଗରେ କରୋନା ସଚେତନତା

mahabharatanews