ଓଡିଶା

ସୋନିଆଙ୍କ ଜନ୍ମଦିନରେ ମୋଦିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ୭୩ ବର୍ଷରେ ପଦାର୍ପଣ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ମୋଦିଙ୍କ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ନେତା ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ତେବେ ସମଗ୍ର ଦେଶରେ ମହିଳାଙ୍କ ଉପରେ ଅତ୍ୟା·ର, ନିର୍ଯ୍ୟାତନା ଓ ଅପରାଧ ବୃଦ୍ଧି ପାଉଥିବା କାରଣରୁ ଚଳିତ ବର୍ଷ ସୋନିଆ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଘୋଷଣା କରିଥିଲେ ।

ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ବହୁ କଂଗ୍ରେସ କର୍ମକର୍ତ୍ତାଙ୍କ ଭିଡ ତାଙ୍କ ବାସଭବନରେ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ସୋନିଆଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସୋନିଆଙ୍କ ଦୀର୍ଘ ଓ ନିରୋଗୀ ଜୀବନ କାମନା କରିଥିଲେ ମୋଦି ।

Related posts

ଶୀଘ୍ର ପୁଲିସ ଜାଲରେ ଆସିବ: ପୁଲିସ କମିଶନର

mahabharatanews

ବିଦ୍ୟୁତ ଅପବ୍ୟବହାର ରୋକିବା ନେଇ ପଥପ୍ରାନ୍ତ ନାଟକ ଆୟୋଜିତ

mahabharatanews

 ଲୋମଟାଙ୍କୁରା ଦୃଶ୍ୟ ; ଗୋଟିଏ ଟ୍ରାକରେ ତିନୋଟି ଟ୍ରେନ୍

mahabharatanews