ଅପରାଧ

ଆମେରିକା: ସନ୍ଦିଗ୍ଧର ଗୁଳିମାଡରେ ୬ ମୃତ

(ମହାଭାରତ/ନ୍ୟୁଜର୍ସି): ବୁଧବାର ଅ ।ମେରିକାର ନ୍ୟୁଜର୍ସିରେ ହୋଇଥିବା ଗୁଳିକାଣ୍ଡରେ ଜଣେ ପୋଲିସ ଅଧିକାରୀ୍ଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି । କିଙ୍ଗ ରୋଡଠାରେ ଥିବା ଏକ ଷ୍ଟୋର ବାହାରେ ଅ ।କ୍ରମଣ ହୋଇଥିଲା ।

ଜାତୀୟ ଗଣମାଧ୍ୟମ ଅନୁସାରେ ବେୟ୍ୟୁ ଓ ମାର୍ଟିନ ଲୁଥର କିଙ୍ଗ ରୋଡ ନିକଟରେ ଅପରାହ୍ନ ସମୟରେ ହୋଇଥିବା ଗୁଳିମାଡ଼ ପରେ ଅଂଚଳରେ ଅ ।ଲର୍ଟ ଜାରି କରାଯାଇଛ । ଏହି ସମୟରେ ଜରୁରୀକାଳୀନ ଭିତ୍ତିରେ ସ୍କୁଲ ଓ ଅନ୍ୟ ସାର୍ବଜନିକସ୍ଥଳରେ ସୁରକ୍ଷା ବଢାଇ ଦିଅ ।ଯାଇଛି ।
ଘଟଣା ପରେ ସ୍ୱାଟ ସମେତ ପୋଲିସକୁ ଜରୁରୀକାଳୀନ ସେବା ପାଇଁ ଘଟଣାସ୍ଥଳକୁ ପଠାଇ ଦିଅ ।ଯାଇଛି । ଗୁଳିକାଣ୍ଡ ଘଟଣାରେ ଜଣେ ପୋଲିସକର୍ମୀ ଓ ୩ ଜଣ ସାଧାରଣ ନାଗରିକ ନିହତ ହୋଇଛନ୍ତି । ସେହିପରି ୨ ଜଣ ସଦିଗ୍ଧଙ୍କ ମୃତ୍ୟୁ ଘଟିଛି ।

Related posts

ପଟିଆ ଷ୍ଟେସନ ଅଞ୍ଚଳରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା :ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

mahabharatanews

ବେଆଇନ ମୋରମ ଟ୍ରକ ଜବତ

mahabharatanews

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ନାବାଳକ ଥାନାରେ ଅଟକ

mahabharatanews