Uncategorized

ଚର୍ଚ୍ଚ ଭଙ୍ଗାରୁଜା ମାମଲାରେ ୩ ଗିରଫ

କୋଲକାତା: ସୋମବାର ଦିନ ପଶ୍ଚିମବଙ୍ଗର ପୂର୍ବ ମେଦିନପୁରର ଏକ ଚର୍ଚ୍ଚରେ ଭଙ୍ଗାରୁଜା କରିଥିବା ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, ଶନିବାର ଦିନ ପୂର୍ବ ମେଦିନପୁରର ଭଗବାନପୁର ପୁଲିସ ଷ୍ଟେସନ ଅନ୍ତର୍ଗତ ଏକ ଚର୍ଚ୍ଚରେ କିଛି ଲୋକ ପଶି ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ଏକ ଅଭିଯୋଗ ଦାୟର କରାଯାଇଥିଲା ।

Related posts

୧୨୬ ବର୍ଷ ପରେ ନଡିଆ ଗଛରେ ଫଳିଲା ଫଳ

mahabharatanews

ବୈଜ୍ଞାନିକ ଚିନ୍ତାଧାରାର ବିକାଶ କ୍ଷେତ୍ରରେ ବିଜ୍ଞାନମେଳା ଅନୁଷ୍ଠିତ

mahabharatanews

 ଅନନ୍ତନାଗରେ ଜରୁରୀକାଳୀନ ରନୱେ ନିର୍ମାଣ ଆରମ୍ଭ

mahabharatanews