ଓଡିଶା

ବର୍ଷର ପ୍ରଥମ ଦିନ ତୃପ୍ତି ବିତାଇଲା ଅବହେଳିତ ଆଦିବାସୀଙ୍କ ସହ

ଭୁବନ: ୨୦୨୦ର ପ୍ରଥମ ସୂର୍ଯ୍ୟ ଉଇଁଲା ବେଳକୁ ତୃପ୍ତି ପରିବାର ସଦସ୍ୟ ପହଁଛିଥିଲେ ଭୁଦନ ବ୍ଲକର ଅ ।ଦିବାସୀବସ୍ତୀ ବାଉଁଶକଣଠାରେ । ଗରିବ, ଅସହାୟ, ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ନୂଅ । ସକାଳରେ ଶୀତ ବସ୍ତ୍ର ପ୍ରଦାନ କରି କିଛି ଅବହେଳିତ ମେହେନତି ମଣିଷର ଦରଦୀ ସାଥୀ ହୋଇପାରିଥିଲେ । ତୃପ୍ତି ପାଠାଗାର, ଭୁବନର ସଦସ୍ୟ, ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରି·ଳକ ଦୀପକ ସେନାପତିଙ୍କ ହାତରେ ପ୍ରଥମ ବୟସ୍କ ମଦନ ଦେହୁରୀଙ୍କୁ କମ୍ବଳଟିଏ ସହ ଶୀତଟୋପି, ଗରମ · ସହିତ ବିସ୍କୁଟ ବଣ୍ଟା ଯାଇଥିଲା । ଓକିଲ ସଂଘ ସଭାପତି ବାବୁଲି ସେଠୀ, କୃଷକ ସାମାଜ ସଭାପତି ବାସୁଦେବଗୁରୁ, ପୂର୍ବତନ କାଉନସିଲର ମାୟାଞର ଗୁରୁ ଗଁଦିଅ, ବ୍ଲକ ବେଗା ର ପୂର୍ବତନ ସରଂପଞ୍ଚ ପ୍ରଦୀପ ଦାସ, ଯଶୋବନ୍ତ ପୋଥା, ଶୁଭେନ୍ଦୁ ମିଶ୍ର, ମଳୟ ତ୍ରୀପାଠୀ. ସଂଜୟ ନାଏକ, ରଥ ସେଠୀ, ଭରତ ପୃଷ୍ଟି .ଅନୁକୂଳ ପୋଥାଳ ସରୋଜ କରଙ୍କ ସମେତ ବିଦ୍ୟାଳୟ ସଭାପତି କୁସୁମ ମାଞୀ ଶତାଞିକ ପ୍ରମୁଖ ବସ୍ତୀର ଗରିବଙ୍କ ସହ କଟାଇଥିଲେ ସେମାନଙ୍କ ନୂଆ ବର୍ଷର ପ୍ରଥମ ଦିନ ।

ଶୀତଯୋଗୁଁ ରକ୍ତ ପ୍ରବାହରେ ବାଧା ହୋଇ ହୃଦଘାତ ସମ୍ଭାବନା ବଢିଯାଏ । ବିଗତ କିଛି ଘଟଣା ଗୁଡିକର ଅନୁଭବ ଓ ଅଭିଜ୍ଞତାରୁ କହୁଛି ବୋଲି କହିଥିଲେ ବାଙ୍ଗାଲୋରର ସପ୍ଟଓୟାର ଇଂ ଯଶୋବନ୍ତ ପୋଥାଳ । ବୃଦ୍ଧ, ବୃଦ୍ଧା ଓ ଶାରୀରିକ ଅସୁସ୍ଥ ହାଡଭଙ୍ଗା ଶୀତରେ ଥରିଥରି ଜୀବନ ବିତାଉଥିଲେ । ଏହି ବଦାନ୍ୟ ବ୍ୟକ୍ତିବିଶେଷ ସେମାନଙ୍କୁ ଭେଟି ଦେଇଥିଲେ ଗରମ ପୋଷାକ ସାଙ୍ଗକୁ ଗରମ ଚା ଓ କିଛି ବିସ୍କୁଟ । ୧୯୯୯ର ମହାବାତ୍ୟା ଦେଇଥିବା ଶିକ୍ଷାକୁ ପାଥେୟ କରି ମନତଳର ଅବମିତ କୋହକୁ ପରିସ୍ପୁଟନ କରାଇ ସମାଜରେ କ୍ରାନ୍ତୀ ଅ ।ଣିବା ଚେଷ୍ଟାରେ ଏହି ଅନୁଷ୍ଠାର କର୍ମକର୍ତ୍ତା ।

Related posts

ଆଜି ୨୪ଘଣ୍ଟିଆ କେନ୍ଦୁଝର ବନ୍ଦ 

mahabharatanews

ଏସଆଇଟିକୁ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

mahabharatanews

ତିନୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

mahabharatanews