ଓଡିଶା

ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ

(ମହାଭାରତ,ସୁବର୍ଣ୍ଣପୁର): ଆସନ୍ତା ୭୧ ତମ ସାଧାରଣତନ୍ତ୍ର ଦିବସ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି  । ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ସୋନପୁର ଉପ ଜିଲ୍ଲାପାଳ ବଳରାମ ମଲ୍ଲିକ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇ ବିଭିନ୍ନ କାଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ  । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହରିଚରଣ ମିଶ୍ର, ବିଦ୍ୟାପତି ପଣ୍ଡା ସଭାକୁ ପରି·ଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏବର୍ଷ ସଦର ମହକୁମାର ୪୩ ଟି ପ୍ୟାରେଡ ଦଳ ଭାଗ ନେବାକୁଥିବାବେଳେ ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଡ ପ୍ରଦର୍ଶନୀ ହେବ ବୋଲି କହିଛନ୍ତି ।

Related posts

ମାହାଙ୍ଗା ଡବଲ ମର୍ଡର ଘଟଣା: ତେଜିଲା ପ୍ରତାପଙ୍କ ବହିଷ୍କାର ଦାବି

mahabharatanews

ବିରାମହାରାଜପୁର ନିର୍ବାଚନ ମଣ୍ଡଳୀର ହନୁମାନ ମନ୍ଦିର ପୂଜା

mahabharatanews

ପିଲାଙ୍କ ଅନଲାଇନ ପାଠପଢା: ଗରିବ ବିକୁଛି ଗାଈ

mahabharatanews