ଓଡିଶା

ବ୍ୟକ୍ତିଙ୍କ ଝୁଲାନ୍ତ ମୃତଦେହ ଉଦ୍ଧାର

(ହିଞ୍ଜିଳିକାଟୁ / ରଜନୀକାନ୍ତ ପାତ୍ର): ଗଞ୍ଜାମ ହିଂଜିଳି ଥାନା ନରେନ୍ଦ୍ରପୁର ଗାଁର ତାପ ଦାସ ନାମକ ବ୍ୟକ୍ତିଙ୍କ ଝୁଲାନ୍ତ ମୃତଦେହ ଉଦ୍ଧାର । ମୃତ୍ୟୁ କାରଣ ଅସ୍ପଷ୍ଟ । ମୃତକ ଜଣକ ଏକ ହତ୍ୟା ମାମଲାରେ ୧୪ ବର୍ଷ ଜେଲରେ ଥିଲେ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ହିଞ୍ଜିଳି ପୋଲିସ ପହଁଚି ମୃତ ଶବକୁ ବ୍ୟବଚ୍ଛେଦ ପାଇଁ ପାଠାଇଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

Related posts

ଡେଙ୍ଗୁ ଆତଙ୍କ ; ରାଜ୍ୟରେ ରୋଗୀଙ୍କ ସଂଖ୍ୟା ୨୦୦୦  ପାର୍ 

mahabharatanews

ଦୁଇ ଵେଆଇନ କରତକଳ ଉପରେ ଚଢାଉ, ୫୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ଯନ୍ତ୍ରାଂଶ, କାଠ ଜବତ

mahabharatanews

ରାଜ୍ୟର ସରକାରୀ ଅଫିସ ଚାଲିବ ୫୦ ପ୍ରତିଶତ କର୍ମଚାରୀରେ

mahabharatanews