ଓଡିଶା

ବ୍ୟକ୍ତିଙ୍କ ଝୁଲାନ୍ତ ମୃତଦେହ ଉଦ୍ଧାର

(ହିଞ୍ଜିଳିକାଟୁ / ରଜନୀକାନ୍ତ ପାତ୍ର): ଗଞ୍ଜାମ ହିଂଜିଳି ଥାନା ନରେନ୍ଦ୍ରପୁର ଗାଁର ତାପ ଦାସ ନାମକ ବ୍ୟକ୍ତିଙ୍କ ଝୁଲାନ୍ତ ମୃତଦେହ ଉଦ୍ଧାର । ମୃତ୍ୟୁ କାରଣ ଅସ୍ପଷ୍ଟ । ମୃତକ ଜଣକ ଏକ ହତ୍ୟା ମାମଲାରେ ୧୪ ବର୍ଷ ଜେଲରେ ଥିଲେ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ହିଞ୍ଜିଳି ପୋଲିସ ପହଁଚି ମୃତ ଶବକୁ ବ୍ୟବଚ୍ଛେଦ ପାଇଁ ପାଠାଇଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

Related posts

ବିଜେଡିରେ ମିଶିଲେ କବିସୂର୍ୟ୍ୟନଗରର ବିଜେପି ଓ କଂଗ୍ରେସ କର୍ମୀ

mahabharatanews

ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି  

mahabharatanews

ଚୋରମରା ନୋଡାଲ ସ୍କୁଲର ବାର୍ଷିକ ଉତ୍ସବ

mahabharatanews