Uncategorized

ଶହୀଦ ଯବାନଙ୍କୁ କେଜ୍ରିୱାଲଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

(ନୂଆଦିଲ୍ଲୀ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗତ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପୁଲୱାମା ଆକ୍ରମଣକୁ ବର୍ଷେ ପୁରିଛି । ଏହି ଦିନକୁ ମନେ ପକାଇ ଟୁଇଟ କରି କେଜ୍ରିୱାଲ ଶହୀଦ ଯବାନମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶହୀଦ ଯବାନମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ।

Related posts

ଲୋକସଭାରେ ଫାରୁଖ ଅବଦୁଲ୍ଲାଙ୍କ ମୁକ୍ତି ଦାବିରେ କଂଗ୍ରେସର ଗୃହତ୍ୟାଗ

mahabharatanews

ପୂର୍ବତନ ସିବିଆଇ ନିର୍ଦ୍ଦେଶକଙ୍କ ପରଲୋକ

mahabharatanews

ଭୟଙ୍କର ଦୁର୍ଘଟଣା : ୪ ମୃତ, ୬ ଗୁରୁତର

mahabharatanews